ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ପ୍ରଦୀପ ପୁରୋହିତ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୬,୧୫,୨୦୮
ଜିଲ୍ଲା: ବରଗଡ଼
ଝାରସୁଗୁଡ଼ା
ବିଧାନ ସଭା ମଣ୍ଡଳୀ:
  1. ପଦ୍ମପୁର
  2. ବିଜେପୁର
  3. ବରଗଡ଼
  4. ଅତାବିରା
  5. ଭଟଲୀ
  6. ବ୍ରଜରାଜନଗର
  7. ଝାରସୁଗୁଡ଼ା

ବରଗଡ଼ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରୋକ୍ତ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ।

ନିର୍ବାଚିତ ସାଂସଦଗଣ

ଆଧାର

  1. "General Election 2019 - Election Commission of India". results.eci.gov.in. Retrieved 2019-06-15.

ଆହୁରି ଦେଖନ୍ତୁ

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya