ବ୍ୟବହାରକାରୀଙ୍କ ଆଲୋଚନା:Aditya Mahar![]() ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ ଆଦରର Aditya Mahar, ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:
ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ । ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ --ସୁଭାସିସପାଣିଗାହିମୋତେ କହିବେ କିଛି? ୧୦:୨୯, ୧୧ ମେ ୨୦୧୨ (UTC) ଛବି ଅପଲୋଡ଼ବନ୍ଧୁ ନମସ୍କାର, ଛବି ଯଦି କମନ୍ସରେ ଅଛି ବା ଅପଲୋଡ଼ କରିଛନ୍ତି, ତାହେଲେ ଆଉ ଏଠି ଓଡ଼ିଆ ଉଇକିରେ ଅପଲୋଡ଼ କରିବା ଦରକାର ନାହିଁ । ଛବି ପାଇଁ କମନ୍ସ ହିଁ ସଠିକ ଜାଗା, ସେଠି ନ ରହି ପାରିଲେ ସଠିକ ସତ୍ତ୍ଵ ଦେଇ ଏଠି କରିପାରିବେ । ଧନ୍ୟବାଦ :-) -- ଅηsuмaη Talk ୧୧:୫୫, ୨୧ ମଇ ୨୦୧୨ (UTC) ବିବେକାନନ୍ଦ ପ୍ରସଙ୍ଗଧନ୍ୟବାଦ ବିବେକାନନ୍ଦଙ୍କ ଉପରେ ଲେଖିବା ପାଇଁ । ଆପଣ ଚାହିଁଲେ ଲେଖାଟିକୁ ଆହୁରି ଉନ୍ନତ ମାନର କରିପାରିବେ । ଏଥିରେ କିଛି ଆଧାର ଯୋଡନ୍ତୁ ଏବଂ ଅଧିକ ବିବରଣୀ ଯୋଡନ୍ତୁ । ଅଧିକ ଜାଣିବା ପାଇଁ ଏହି ଲେଖାଟିକୁ ଦେଖନ୍ତୁ । http://en.wikipedia.org/wiki/Vivekananda -- Jnanaranjan sahu (ଆଲୋଚନା) ୧୬:୪୦, ୨୩ ମଇ ୨୦୧୨ ପୂର୍ଣ୍ଣଚ୍ଛେଦ ବାବଦରେପ୍ରିୟ ଓକିଆଳି ବନ୍ଧୁ, ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ A barnstar for you!
A barnstar for you!
ହଟାଇବା କାରଣବନ୍ଧୁ ଜୁହାରେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଆପଣ ଯେଉଁ unreferenced (ଆଧାର ହୀନ) ଛାଞ୍ଚ ଉଠାଇଲେ, ଆଉ କାରଣ ଦର୍ଶାଇ ଛନ୍ତି, ସେ ପାଇଁ ମୁଁ ଖୁସି । ଅବଗତ କରାଇବା ସହ ଛାଞ୍ଚ ରହିଲେ କିଛି ଆପତ୍ତି, ଅସୁବିଧା ନାହିଁ, ଆପଣ ଯିଏ ଲେଖାଟି ଆରମ୍ଭ କରିଛି ତାଙ୍କୁ ଅବଗତ କରିପାରିବେ । କିନ୍ତୁ ସମସ୍ତେ କେମିତି ଜାଣିବେ । ଛାଞ୍ଚ ପକାଇଲେ ଲେଖାଟି Unreferenced ଶ୍ରେଣୀଭୁକ୍ତ ହେବ । ଏଇଟା ହିଁ ସବୁଠୁ ସହଜ ଉପାୟ । ଆଉ ଯେଉଁମାନେ ଏହି ପ୍ରକାର ଛାଞ୍ଚ ବ୍ୟବହାର କରୁଛନ୍ତି, ତାଙ୍କୁ ଆପଣ କହିପାରିବେ ଅବଗତ କରାଇବା ପାଇଁ; କିନ୍ତୁ ଏହା ବାଧ୍ୟକର ନୁହେଁ । ନହେଲେ କେହି ଯଦି ସେ ଛାଞ୍ଚ ପକାଇଲେ, ଆଉ କେହି ଅବଗତ କରିପାରିବେ । ଏମିତି ମିଳିମିଶି କାମ ହୋଇଥାଏ । ଆଉ ଏଠି ଆଧାର କାହିଁକି ହଟାଇଲେ, ଲେଖିଲେନି; ଦୟାକରି ଜଣାଇବେ? ଆପଣ ଯାହା ବଦଳିଲେ ବି (ଲେଖା, ଛାଞ୍ଚ), ସବୁବେଳେ ସାରକଥା ଲେଖିବାକୁ ଭୁଲନ୍ତୁନି । ଆପଣ ଯେତେବେଳେ ଛାଞ୍ଚ ବଦଳୁଛନ୍ତି, ସାବଧାନ (ନିଶ୍ଚିତ) ହୋଇ ବଦଳୁଥିବେ, କିଛି ଛାଞ୍ଚ interface ପାଇଁ ରହିଛି । ଆଉ ଏଠି ସବୁବେଳେ ଦେଖିବା ପାଇଁ କେହି ନାହାନ୍ତି, କିଛି ଅସୁବିଧା ହେଲେ ଶ୍ରୀକାନ୍ତ (User:Odisha1) ନହେଲେ ମୋତେ ଜଣାଇବେ । ପୁଣି କଥା ହେବା, ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୮:୩୦, ୬ ସେପ୍ଟେମ୍ବର ୨୦୧୨ (UTC)
ଛାଞ୍ଚ ତିଆରି ପାଇଁଭାଇ ନମସ୍କାର,ଦୟାକରି ହିନ୍ଦୁ ଧର୍ମ ଛାଞ୍ଚରେ ଟିକେ ସଂଶୋଧନ କରି ପାରିବେ କି | ସୁକାନ୍ତ ସରକାର ୧୧:୦୫, ୧୨ ସେପ୍ଟେମ୍ବର ୨୦୧୨ (UTC)
ରବୀନ୍ଦ୍ରନାଥ ପ୍ରସଙ୍ଗ'ରବୀନ୍ଦ୍ରନାଥ ଙ୍କ title ଠାକୁର ହେବା ଉଚିତ, କାରଣ ବଙ୍ଗଳା ,ହିନ୍ଦୀ,sanskrit ଆଦି ଭାଷା ର ଉଇକିପିଡିଆ ରେ ଠାକୁର ବୋଲି ଲେଖ ଯାଇଛି ଏବଂ ଓଡି଼ଆରେ ଅନୁଦିତ ତାଙ୍କ ର ସବୁ ରଚନାରେ ଠାକୁର ବୋଲି ଉଲ୍ଲେଖ ଅଛି । ଟେଗୋର title ଟି ବିଦେଶୀ ମାନଙ୍କର ଉଚ୍ଚାରଣରୁ ହୋଇଛି ଏ ବିଷୟରେ ଆପଣ ବିଶେଷଜ୍ଞ ଙ୍କ ସହାୟତା ନେବା ଉଚିତ --ସୁକାନ୍ତ ସରକାର ୧୬:୨୫, ୧୪ ସେପ୍ଟେମ୍ବର ୨୦୧୨ (UTC) Rollback enabledHello, I have enabled rollback on your account. Use only to revert clear cases of vandalism and your own edit. For more refer Wikipedia:Rollback and Wikipedia:New admin school/Rollback. Let me know if you have any questions or you want me to remove the right. :-) -- ଅଂଶୁମାନ ତାର ଯୋଡ଼ିବେ? ୦୮:୧୮, ୨୫ ନଭେମ୍ବର ୨୦୧୨ (UTC) license issueHey, are these ଫାଇଲ:Budhia singh.jpg and ଫାଇଲ:Purnima Hembram.jpg images taken by you? If not please provide sources and the sources where it is released, should be released under free license. And please go through en:Help:File page, it shows what other things you should mention while uploading a file. Please reply. My apology for the message in English. These are pending since long time, need to be taken care of ASAP. Thanks -- ଅଂଶୁମାନ ତାର ଯୋଡ଼ିବେ? ୨୧:୫୬, ୫ ଜାନୁଆରୀ ୨୦୧୩ (UTC) ଧନ୍ୟବାଦପ୍ରିୟ ଆଦିତ୍ୟ ବାବୁ, ମୋତେ The Tireless Contributor Barnstar ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ । ପ୍ରକୃତରେ ଆପଣ ହିଁ ମୋର କାମ କରିବାର ସ୍ପୃହା ସୃଷ୍ଟି କରିଛନ୍ତି । ପ୍ରତିଦିନ ଆପଣଙ୍କର ଲେଖା ନିଶ୍ଚୟ ବାହାରୁଛି, ଏହା ଦ୍ଵାରା ମୁଁ ବହୁତ ପ୍ରଭାବିତ ହୋଇଛି । ସୁବାସ ଚନ୍ଦ୍ର ରାଉତ ୍୍୍୍ G'day Aditya, I noticed you created the ଏୟାର ଇଣ୍ଡିଆ (Air India) article, nice work. If you refer to my userpage at ବ୍ୟବହାରକାରୀ:Russavia#Aviation_photos, you will see that I am uploading Indian aviation photos to Commons to try and encourage article development/creation here on Oriya Wikipedia. If you wish to add some photos from my userpage to that article, it would be great, but I will leave that up to your discretion. Cheers, Russavia (ମୋ ଆଲୋଚନା) ୦୮:୩୭, ୧୯ ଜାନୁଆରୀ ୨୦୧୩ (UTC) ଗୁଡ଼ାଏ ପରିଶ୍ରମ କଲଣି, ଟିକେ ଫେଣବାଲା ଚା' ପିଅ!
ଧନ୍ୟବାଦତଥ୍ୟପେଟି ଗୁଡିକୁ ତିଆରି କରି ଦେଇଥିବା ରୁ ବହୁତ ବହୁତ ଧନ୍ୟବାଦ ଆଦିତ୍ୟ ଭାଇ :)--ଶିତିକଣ୍ଠ (ଆଲୋଚନା) ୧୬:୫୪, ୨୧ ଅପ୍ରେଲ ୨୦୧୩ (UTC) କାଳିଜାଇ ବାବଦରେଭାଇ, ପିଲାଙ୍କୁ ଟିକେ ଲେଖିବାକୁ ଦିଅ :) ତା ପରେ ଅଧିକ ଯୋଡ଼ିବ --ସୁଭାସିସ ପାଣିଗାହିମୋ ସାଙ୍ଗେ କଥାବାର୍ତ୍ତା ୧୨:୧୨, ୧ ଅକ୍ଟୋବର ୨୦୧୩ (UTC) A barnstar for you!
ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ତମର ଯୋଗଦାନ ଏହି ଉତ୍ସବରେ ତଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ତମର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସହ ବାଣ୍ଟିବ । ଶୁଭେଚ୍ଛା ସହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କଥାବାର୍ତ୍ତା ୧୦:୫୮, ୮ ଜାନୁଆରୀ ୨୦୧୪ (UTC) ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ
--ଶିତିକଣ୍ଠ (ଆଲୋଚନା) ୧୩:୫୩, ୨୫ ଜାନୁଆରୀ ୨୦୧୪ (UTC) ଧନ୍ୟବାଦଉଇକିପିଡିଆର ୧୦ମ ଜନ୍ମ ଦିବସରେ, ଏଥି ସହିତ ସଂଷ୍ଳିଷ୍ଟ ଥିବା ଉଇକିଆଳୀ ତଥା ଏହାର ପାଠକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହା ସହିତ ସଂଷ୍ଳିଷ୍ଟ ହୋଇ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଅଛି। ଧନ୍ୟବାଦ୍ ଆଦିତ୍ୟ ଏବଂ ସୁଭାସିସ୍। :ମହତ୍ ଶତପଥୀ । A barnstar for you!
Wikimedians Speak
I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here. Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୧, ୨୧ ମାର୍ଚ୍ଚ ୨୦୧୪ (UTC) ଛୋଟ URLମହାଶୟ, ଓଡିଆ ଉଇକି ପୃଷ୍ଠାରେ ଛୋଟ URL ର ବ୍ୟବହାର ସମ୍ପର୍କରେ ମୁଁ ଜାଣିବାକୁ ଚାହେଁ । କେଉଁଠି ପାଇବି ? Hpsatapathy (ମୋ ଆଲୋଚନା) ୦୬:୨୨, ୧୧ ଅକ୍ଟୋବର ୨୦୧୪ (UTC)
Hpsatapathy (ମୋ ଆଲୋଚନା) ୦୩:୩୨, ୧୭ ଅକ୍ଟୋବର ୨୦୧୪ (UTC) ଏଣେ ପୁଅ ମୁଣ୍ଡକୁ...... ଲେଖା ନହଟେଇବାକୁ ନିବେଦନଅନେକ ଢଗ ଢମାଳି (ବ୍ୟାଖ୍ୟା ସହ)କୁ ଉଇକିପେଡିଆୟାରେ ଯୋଡିବାକୁ ମୁଁ ଯୋଜନା କରିଛି । ଏହିସବୁ ସାହିତ୍ୟର ଅଂଶ ବିଶେଷ,ସ୍ଥାନେ ସ୍ଥାନେ ମୂଳ ଲେଖା ଠାରୁ ଏହାର ଅର୍ଥ ସମନ୍ୟ ଭିନ୍ନ ହେଇପାରେ ସେଥିପାଇଁ ଏହାକୁ ସ୍ବତନ୍ତ୍ର ପୃଷ୍ଠାରେ ରଖାଯାଉ ସମସ୍ତ ବିଷୟ ପାଇଁ ଶ୍ରେଣୀ:ଢଗ ଢମାଳି ରହୁ । ବର୍ତ୍ତମାନ ପାଇଁ ଏହାର ମୂଖ୍ୟ ଆଧାର ଦୈନିକ ସମାଜ ଯାହା ପ୍ରତିଦିନ ଏକ ଢଗ ଢମାଳି ସ୍ଥମ୍ଭ ପ୍ରକାଶ ହେଉଛି । ଅନ୍ୟ ଆଧାରଗୁଡିକୁ ବି ବିଚାରକୁ ନେବାର ଅଛି । ହେଇପାରେ ଏହା ଛୋଟ କିନ୍ତୁ ଭାଷା ପାଇଁ ଏହାକୁ ମୁଲ୍ୟବାନ ମନେକରୁଚି । ଅଧିକ ଅଲୋଚନା ପାଇଁ ଇଛୁକ । nistha ୧୮:୨୦, ୧୬ ଅକ୍ଟୋବର ୨୦୧୪ (UTC)
ଠିକ ଅଛି ~~~~ ଗୁପ ଚୁପ ଆପଣଙ୍କ ପାଇଁ
ଧନ୍ୟବାଦ
କେଉଁ ନାମ ଧରି ଡାକିବି ତୁମକୁ
ଧନ୍ୟବାଦଭାଇ ମୁଁ ଓଡିଆରେ ନୂଆ ଲେଖୁଚି ଏଠି । SailenroutraySailenroutray (ମୋ ଆଲୋଚନା) ୧୧:୧୦, ୮ ଫେବୃଆରୀ ୨୦୧୫ (UTC)
Some kheer for you!
ଧନ୍ୟବାଦ Santosh.mbahrm,ତମେ ମଧ୍ୟ ବଦଳାଇ ପାରିବ, "ଦୁର୍ଗୀ, ରାୟଗଡା" ପୃଷ୍ଠାଟିର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା ଅଧିକରେ ଥିବା ଘୁଞ୍ଚାଇବେ କୁ ଚୟନ କର କିମ୍ବା (alt+shift+m) ଦବାଇ ନିଜେ ପୃଷ୍ଠାଟିର ନାଁ ବଦଳାଇ ପାରିବ !। ଅସୁବିଧା ହେଲେ ଜଣାଇବ। --ଆଦିତ୍ୟ ମହାର (ଆଲୋଚନା) ୧୦:୩୭, ୮ ଜୁଲାଇ ୨୦୧୫ (UTC) Some fruits for you!
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ
--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST) Geographical Indications in India Edit-a-thon
Hello, ![]() Sorry for writing in English We welcome all of you to join this edit-a-thon. Feel free to ask if you have question(s). Some kheer for you!
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ
== ୧୦୦ ତମ ଓଡିଆ ଅନୁବାଦ ସ୍ଥାନିତ ହେବ ଯୋଗୁ ଅଭିନନ୍ଦନ== ସମସ୍ତ ଉଇକିଆଳି ବନ୍ଧୁ ମାନଙ୍କୁ ମୋର ଅଭିନନ୍ଦନ । ଭଗବାନ ଙ୍କ କୃପା ରୁ ଆଜି ଓଡିଆ ୱିକିପୀଡିୟା ରେ ୧୦୦ ତମ ଅନୁବାଦ ଭାବରେ 'ସୁଦାମା' ସ୍ଥାନିତ ହେଲା ଏବଂ ଗତ ୧୦ ଦିନ ମଧ୍ୟ ରେ ନୂତନ ଅନୁବାଦ ସାରଣୀ ରେ ଓଡିଆ ଭାଷା ପ୍ରାୟ ୧୧ ଟି ସ୍ଥାନ ର ଉନ୍ନତି ଘଟେଇ ସରିଲାଣି ।ଗତ ସପ୍ତାହ ର ପରିସଙ୍ଖ୍ୟନ ଅନୁସାରେ ସମସ୍ତ ଭାଷା ର ଅନୁବାଦ ସଂଖ୍ୟା ରେ -୦୪ % ପରିବର୍ତନ ହେଇଥିବା ବେଳେ ଓଡିଆ ରେ ତାହା +୩୬% ପରିବର୍ଦ୍ଧନ ହେଇଥିବା ନିଶ୍ଚୟ ଆମ ସମସ୍ତଙ୍କ ପାଇଁ ଗର୍ବ ର ବିଷୟ । ଉଦ୍ୟମ ଜାରି ରହୁ । ସମସ୍ତ ସକ୍ରିୟ ଉଇକିଆଳି ମାନଙ୍କ ସହଯୋଗ ଓ ସମ୍ପାଦକ ମାନଙ୍କ ଦିଗଦର୍ଶନ ଦେବା ଜାରି ରହୁ । Susant purohit (ମୋ ଆଲୋଚନା) ୧୨:୨୩, ୨୭ ସେପ୍ଟେମ୍ବର ୨୦୧୬ (IST) ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ
CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ।ନମସ୍କାର ଆଦିତ୍ୟ ଭାଇ,
ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007
ନାରୀ କବିମାନଙ୍କ ପ୍ରସଙ୍ଗ@Aditya Mahar: ଆଦିତ୍ୟ ଭାଇ, ରାଜମଣି ଜେମାଦେଈ, ରାଧିକାମଣି ଓ ଅନ୍ୟାନ୍ୟ ନାରୀକବିମାନଙ୍କ ପ୍ରସଙ୍ଗରେ ଆପଣ ଛାଞ୍ଚ ଯୋଡ଼ିଥିବା ଦେଖିଲି । ଏଭଳି ଅନେକ ନାରୀକବିଙ୍କ ବିଷୟରେ ତଥ୍ୟ ମିଳିବା ଅତି କଷ୍ଟ । ଏହି ପ୍ରସଙ୍ଗରେ ଆଧାରରେ ଯେଉଁ ଗୋଟିଏ ବହି ଦେଇଛି, ସେହି ଗୋଟିଏ ବହିରୁ ଯାହା କିଛି ତଥ୍ୟ ମିଳିଛି । ପ୍ରସଙ୍ଗ ନିର୍ମାଣ କଲାପରେ ଉତ୍କଳ ସାହିତ୍ୟ, ଉତ୍କଳ ଦୀପିକା ଇତ୍ୟାଦି ପୁରାତନ ପତ୍ରିକା ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦିରୁ ଅଧିକ କଣ ମିଳିପାରିବ ଖୋଜୁଛି । ପରେ କିଛି ମିଳିଲେ ଯୋଡ଼ିବି । ହେଲେ ଏବେ ପାଇଁ ତାଙ୍କ ବିଷୟରେ ଅଧିକ ଆଧାର ଏତେ ଶୀଘ୍ର ମିଳିବା ସମ୍ଭବ ନୁହେଁ । ଏହି ସ୍ଥିତି ମୁଁ ଆଉ କଣ କରିପାରିବି, ଦୟାକରି କହିଲେ ମୁଁ ଚେଷ୍ଟା କରିବି । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୦୯, ୨୭ ମାର୍ଚ୍ଚ ୨୦୧୭ (IST)
ପ୍ରୋଜେକ୍ଟ ଟାଇଗର ଲେଖନ ପ୍ରତିଯୋଗୀତାପ୍ରୋଜେକ୍ଟ ଟାଇଗର ଲେଖନ ପ୍ରତିଯୋଗୀତା ୨୦୧୮ ରେ ମୋ ଲେଖା ମହାଭିଯୋଗ (ତାଲିକାରେ ନାହିଁ)ଓଡିଆ ଉଇକିପିଡିଆରେ ନ ଥିବାରୁ ମୁଁ ମୋ ଅବଦାନରେ ଯୋଡିଦେଇଥିଲି । ଲେଖା ତ ଗୃହୀତ ହେଲାଭଳି ଜଣାପଡୁଛି । ତେବେ ଏହାର ପୁନର୍ମୁଲ୍ୟାୟନରେ ଏହା ଅଗ୍ରାହ୍ୟ ହୋଇପାରେ କି ? Hpsatapathy (ମୋ ଆଲୋଚନା) ୦୯:୫୩, ୧୫ ଜୁନ ୨୦୧୮ (IST) ଛୋଟ ଲେଖାଏହି ଲେଖାଟିକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:Aditya Mahar/ନାରାୟଣପୁର ଜିଲ୍ଲା । ପରେ ମୂଖ୍ୟ ସ୍ପେସକୁ ନେଇପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୨୧:୧୨, ୨୬ ଜୁନ ୨୦୧୮ (IST) ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ
ଜାଞ୍ଜିବର କଲରାପତ୍ରିଆ ବାଘ - ଉଇକିଡାଟାଶୁଭେଚ୍ଛା, ଜାଞ୍ଜିବର କଲରାପତ୍ରିଆ ବାଘ କଲରାପତ୍ରିଆ ବାଘର ଏକ ଉପ-ପ୍ରଜାତି । ଉଇକିଡାଟା ଭୁଲ ସଂଯୁକ୍ତ ହୋଇଯାଇଛି ବୋଧେ । https://en.wikipedia.org/wiki/Zanzibar_leopard ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ
ଆପଣ ଲେଖିଥିବା ପ୍ରସଙ୍ଗ ଲିଭା ଯିବା ବାବଦରେଭାଇ ଜୁହାର! Invitation to Rejoin the Healthcare Translation Task Force![]() You have been a medical translators within Wikipedia. We have recently relaunched our efforts and invite you to join the new process. Let me know if you have questions. Best Doc James (talk · contribs · email) 12:34, 13 August 2023 (UTC) ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
![]() ଅପେକ୍ଷାରେ,
|
Portal di Ensiklopedia Dunia