ରବିନାରାୟଣ ମହାପାତ୍ର

ରବି ନାରାୟଣ ମହାପାତ୍ର
ରବି ନାରାୟଣ ମହାପାତ୍ର
ସଂଦସର ସଭା, ରାଜ୍ୟ ସଭା
କାର୍ଯ୍ୟକାଳ
୨୦୧୨-୨୦୧୮
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-07-04) ୪ ଜୁଲାଇ ୧୯୫୭ (ବୟସ ୬୮)[]
ମୃତ୍ୟୁରଣପୁରଗଡ଼, ନୟାଗଡ଼
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀ
ଇନ୍ଦିରା ଦେବୀ
(m. ୧୯୯୩)
[]

ରବି ନାରାୟଣ ମହାପାତ୍ର (ଜନ୍ମ: ୪ ଜୁଲାଇ ୧୯୫୭) ଜଣେ ଭାରତୀୟ ରାଜନେତା । ସେ ୨୦୧୨ ମସିହାରୁ ୨୦୧୮ ଯାଏଁ ରାଜ୍ୟ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[] ବର୍ତ୍ତମାନ ସେ ବିଜୁ ଜନତା ଦଳ ସହ ମିଶି ରାଜନୀତିରେ ସକ୍ରିୟ ଅଛନ୍ତି ।[] ଶ୍ରୀ ମହାପାତ୍ର ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ଯାଏଁ ରାଜ୍ୟସଭାର ସାଂସଦ ଭାବରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।

ଆଧାର

  1. ୧.୦ ୧.୧ "Detailed Profile: Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]
  2. Detailed Profile: Shri Rabinarayan Mohapatra. http://india.gov.in (2012-08-13). Retrieved on 2012-08-13.
  3. "Shri Rabinarayan Mohapatra". india.gov.in. Retrieved 12 December 2018.[permanent dead link]

ବାହାର ଆଧାର

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya