ଷ୍ଟାଟିନ, (ଯାହାକି ଇଂରାଜୀ ଭାଷାରେ ଏଚଏମଜି-ସିଓଏ ରେଡକ୍ଟେଜ୍ ଇନହିବିଟର (HMG-CoA ଭାବରେ ମଧ୍ୟ ଜଣାଶୁଣା) ଏକ ଔଷଧ ଯାହା ମୁଖ୍ୟତଃ ଉଚ୍ଚ ରକ୍ତ କୋଲେଷ୍ଟେରଲ ଏବଂ ହୃଦରୋଗ ପାଇଁ ବ୍ୟବହୃତ ହୁଏ | [ ୨] ଉଚ୍ଚ ସଙ୍କଟରେ ଥିବା ପ୍ରତିଷ୍ଠିତ ହୃଦରୋଗୀଙ୍କର ହୃଦରୋଗକୁ ରୋକିବା ପାଇଁ ଏହା ବ୍ୟବହୃତ ହୁଏ | [ ୩] [ ୪] ଏହି ଔଷଧ ପାଟିରେ ନିଆଯାଏ | [ ୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା , କୋଷ୍ଠକାଠିନ୍ୟ ଏବଂ ପେଟ ବ୍ୟଥା ହୁଏ | ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋକାଇସିସ, ଯକୃତ ସମସ୍ୟା ଏବଂ ମଧୁମେହ ରୋ ଗ ହୋଇପାରେ | [ ୧] [ ୬] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [ ୫] ସେମାନେ ଏଚଏମଜି-ସିଓଏ ରିଡକ୍ଟେଜ ଏନ୍ଜାଇମ୍କୁ (HMG-CoA ରେଡକ୍ଟେଜ୍କୁ ) ପ୍ରତିରୋଧ କରିବା ଫଳରେକୋଲେଷ୍ଟ୍ରୋଲ୍ ଏବଂ ଟ୍ରାଇଗ୍ଲିସେରାଇଡ୍ ଉତ୍ପାଦନ ହ୍ରାସ କରିଥାଏ | [ ୫]
ଷ୍ଟାଟିନ୍ ୧୯୭୧ ମସିହାରେ ଆବିଷ୍କୃତ ହୋଇ ୧୯୮୭ ମସିହାରେ ଚିକିତ୍ସାରେ ବ୍ୟବହାର କରାଯାଇଥିଲା। [ ୭] [ ୮] ଅନେକ ଷ୍ଟାଟିନ୍ ଜେନେରିକ ନାମରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ। [ ୫] ସେଗୁଡ଼ିକ ସାଧାରଣ କୋଲେସ୍ଟେରଲ-ହ୍ରାସକାରୀ ଔଷଧ | ୨୦୧୮ ମସିହାରେ ଆଟୋରଭାସ୍ଟିନ (atorvastatin) ଔଷଧ ଯୁକ୍ତରାଷ୍ଟ୍ରରେ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ଥିଲା ଓ ସିମଭାଷ୍ଟାଟିନ୍ ଦଶମ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ଥିଲା |
ଆଧାର
↑ ୧.୦ ୧.୧ ୧.୨ "List of Statins + Uses, Types & Side Effects" . Drugs.com (in ଇଂରାଜୀ). Retrieved 19 April 2021 .
↑ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 204. ISBN 978-0-7020-7442-4 .
↑ National Clinical Guideline Centre (UK) (July 2014). "Lipid Modification: Cardiovascular Risk Assessment and the Modification of Blood Lipids for the Primary and Secondary Prevention of Cardiovascular Disease" . National Institute for Health and Clinical Excellence: Guidance. London: National Institute for Health and Care Excellence (UK). PMID 25340243 . NICE Clinical Guidelines, No. 181.
↑ Taylor F, Huffman MD, Macedo AF, Moore TH, Burke M, Davey Smith G , Ward K, Ebrahim S (January 2013). "Statins for the primary prevention of cardiovascular disease" . The Cochrane Database of Systematic Reviews . 1 (1): CD004816. doi :10.1002/14651858.CD004816.pub5 . PMC 6481400 . PMID 23440795 .
↑ ୫.୦ ୫.୧ ୫.୨ ୫.୩ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 204. ISBN 978-0-7020-7442-4 .
↑ Naci H, Brugts J, Ades T (July 2013). "Comparative tolerability and harms of individual statins: a study-level network meta-analysis of 246 955 participants from 135 randomized, controlled trials" (PDF) . Circulation: Cardiovascular Quality and Outcomes . 6 (4): 390–99. doi :10.1161/CIRCOUTCOMES.111.000071 . PMID 23838105 .
↑ National Clinical Guideline Centre (UK) (July 2014). "Lipid Modification: Cardiovascular Risk Assessment and the Modification of Blood Lipids for the Primary and Secondary Prevention of Cardiovascular Disease" . National Institute for Health and Clinical Excellence: Guidance. London: National Institute for Health and Care Excellence (UK). PMID 25340243 . NICE Clinical Guidelines, No. 181.
↑ Endo, A (2010). "A historical perspective on the discovery of statins". Proceedings of the Japan Academy. Series B, Physical and biological sciences . 86 (5): 484–93. doi :10.2183/pjab.86.484 . PMID 20467214 .