ଏନ୍.କେ. ସୁକୁମାରନ ନାୟାର

ଏନ୍.କେ. ସୁକୁମାରନ ନାୟାର (୬ ଜୁନ ୧୯୪୨ – ୨୭ ଫେବୃଆରୀ ୨୦୨୧[]) ଜଣେ ଭାରତିୟ ପରିବେଶବିତ୍ ଓ ପମ୍ପା ସଂରକ୍ଷଣ ସମିତିର (ପିଏସ୍ଏସ୍) ସାଧାରଣ ସମ୍ପାଦକ ଥିଲେ । ସେ କେରଳର ପଥାନମଥିଟ୍ଟା ଜିଲ୍ଲାର ପୁଭାଥୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୭ ମସିହାରେ ସେ ରାଜ୍ୟର ଶ୍ରେଷ୍ଠ ପରିବେଶ କର୍ମୀ ଭାବରେ ଜୟଜୀ ପିଟର ଫାଉଣ୍ଡେସନ ସ୍ୱର୍ଣ୍ଣ ପଦକ ଓ ପ୍ରଶଂସାପତ୍ର ପାଇଥିଲେ । ସେ ପମ୍ବା ନଦୀକୁ ବଞ୍ଚାଇବା ପାଇଁ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୨୦୧୮ ଫେବୃଆରୀରେ, ତାଙ୍କୁ ପରିସ୍ଥିତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଆଧାର

  1. "പ്രമുഖ പരിസ്ഥിതി പ്രവർത്തകൻ എൻ കെ സുകുമാരൻ നായർ അന്തരിച്ചു" [Renowned environmental activist N.K. Sukumaran Nair passed away]. Asianet News Network Pvt Ltd (in ମାଲାୟଲମ୍). 27 February 2021. Retrieved 2021-02-27.

ଅଧିକ ତଥ୍ୟ

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya