ଏସ୍.ପି. ଉଦୟକୁମାର


ଏସ୍.ପି. ଉଦୟକୁମାର ଭାରତର ତାମିଲନାଡ଼ୁର ଜଣେ ଲେଖକ ଓ ପାରମାଣବିକ ବିରୋଧୀ କାର୍ଯ୍ୟକର୍ତ୍ତା ।[][] ସେ କୁଡାନକୁଲମ ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ କରୁଥିବା ପିପୁଲ୍ସ ମୁଭ୍‌ମେଣ୍ଟ ଏଗେନଷ୍ଟ ନ୍ୟୁକ୍ଲିୟର ଏନର୍ଜି (ପିଏମ୍‌ଏଏନ୍‌ଇ)ର ଆବାହକ ଅଟନ୍ତି ।

ଜୀବନ ଓ ପେଷା

୧୯୫୯ ମସିହାରେ ତାମିଲନାଡୁର ନାଗରକୋଇଲରେ ଜନ୍ମଗ୍ରହଣ କରିଥିଲେ ।[][] ସେ ନୋଟ୍ରେ ଡେମ୍ ବିଶ୍ୱବିଦ୍ୟାଳୟରୁ ପିସ୍ ଷ୍ଟଡିଜ୍‌ରେ ସ୍ନାତକୋତ୍ତର କରିଥିଲେ ଏବଂ ୧୯୯୦ ମସିହାରେ ଡିଗ୍ରୀ ହାସଲ କରିଥିଲେ ।[][]

୧୯୯୩ ମସିହାରେ ଉଦୟକୁମାର ପତ୍ନୀ ମୀରାଙ୍କ ସହ ମିଶି ନାଗରକୋଇଲ ("ଭାରତର ଦକ୍ଷିଣ ମୁଣ୍ଡରେ") ନିକଟରେ ୧୫ ଏକର ଜମି କିଣିଥିଲେ ଏବଂ ଦକ୍ଷିଣ ଏସୀୟ କମ୍ୟୁନିଟି ସେଣ୍ଟର୍ ଫର୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଏସ୍ଏସ୍‌ସିଇଆର୍) ପ୍ରତିଷ୍ଠା କରିଥିଲେ । ପିସ୍ ଆଣ୍ଡ କନ୍‌ଫ୍ଲିକ୍ଟ ଷ୍ଟଡିଜ୍‌ର ପ୍ରତିଷ୍ଠାତା ଭାବେ ବିବେଚିତ ଜୋହାନ ଗାଲଟୁଙ୍ଗ ୧୯୯୪ ମସିହାରେ ବିଦ୍ୟାଳୟ ପରିଦର୍ଶନ କରି ଏହାକୁ ଉତ୍ସର୍ଗ କରିଥିଲେ ।[][]

ଉଦୟକୁମାର ୧୯୯୬ ମସିହାରେ ହାୱାଇ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଏଚ୍‌ଡି ହାସଲ କରିଥିଲେ ।[][]

ପୁସ୍ତକ

  • S. P. Udayakumar (1990), Intervention in Sri Lanka: History and Prospects, University of Notre Dame
  • S. P. Udayakumar (2001), Handcuffed to History: Narratives, pathologies, and violence in South Asia, Praeger, ISBN 978-0-275-96843-4
  • S. P. Udayakumar (2005), Presenting the Past: Anxious History and Ancient Future in Hindutva India, Greenwood Publishing Group, ISBN 978-0-275-97209-7
  • Johan Galtung; S. P. Udayakumar, eds. (2013), More than a Curriculum: Education for Peace and Development, Charlotte: IAP – Information Age Publishing, ISBN 978-1-61735-549-3

ଆଧାର

  1. Gandhi Marg, Volume 19. New Delhi, India: Gandhi Peace Foundation. 1997.
  2. "Kudankulam protest: PMANE's Udayakumar pounds PMO". First Post. 28 February 2012. Retrieved 4 March 2014.
  3. ୩.୦ ୩.୧ ୩.୨ Peace Plays, TRANSCEND University Press, 2010
  4. Who is S.P. Udayakumar, (Koodankulam anti-nuclear) activist of the year, Rajesh Anbiah blogspot, retrieved 9 February 2019.
  5. S.P. Udayakumar, M.A. ’90, Kroc Institute, 16 September 2008.
  6. S. P. Udayakumar (2005), author biography.
  7. ୭.୦ ୭.୧ S. P. Udayakumar Archived 2013-05-23 at the Wayback Machine., blogger.com personal profile, 2006
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya