ଜାତୀୟ ରାଜପଥ ୮ ( ପୁରାତନ ନମ୍ବର )

ଦିଲ୍ଲୀ ଓ ଜଯପୁର ମଧ୍ୟରେ ଜାତୀୟ ରାଜପଥ ୪୮

ଜାତୀୟ ରାଜପଥ ୮ (NH-) ଏକ ଭାରତୀୟ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ।ଏହା ଭାରତୀୟ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଇଛି ଓ ଏହା ଆକଳନ ହିସାବରେ ଉପମହାସେଶରେ ସବୁଠୁ ବ୍ୟସ୍ତ ରାଜପଥ । ଏହି ରାଜପଥରେ ଗୁରୁଗାଁ , ଜଯପୁର, ସୁରାଟ , ଆଜମେର , ଉଦୟପୁର , ଅହମଦାବାଦ , ବରୋଦା ପଡିଥାଏ । ଏହାର ପୂର୍ଣା ଦୂରତା ୧୪୨୮ କିଲୋମିଟର ।.[]

An Indian National Highway at the outskirts of Delhi

ଏହି ରାଜପଥ ଭାରତ ସରକାରଙ୍କଦ୍ୱାରା ନିର୍ମିତ ଓ ଆଧୂନିକୀକରଣ ହେଇଥିବା  ' ସୁବର୍ଣ୍ଣ  ଚତୁର୍ଭୁଜ' ପ୍ରକଳ୍ପ  ର ଏକ ଅଂଶ । 

ଦିଲ୍ଲୀ  ମୁମ୍ବାଇ ଶିଳ୍ପ  କରିଡ଼ର 

ଭାରତ -ଜାପାନର ମିଳିତ ସହଯୋଗରେ ଏହି ବହୁ ମିଲିୟନ ଟଙ୍କାର କରିଡର ଜାତୀୟ ରାଜପଥ -୮ରେ ଅବସ୍ଥିତ । ୯୦ବିଲିଆନ ଦଳରଦ୍ୱାରା ନିର୍ମିତ ହେଇଥିବା ଏହି ପ୍ରକଳ୍ପର ପ୍ରଥମ ସୋପାନ ୨୦୧୨ରେ ସମ୍ପୂର୍ଣ୍ଣ ହେଲା । 

ବାହାର ଲିଙ୍କ 

ଅଧିକ ପଠନ 

ଆଧାର 

  1. [୧] Details of National Highways in India-Source-Govt. of India
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya