ଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଝରିଗାଁ
Constituency No. 74 for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ଅଞ୍ଚଳପୂର୍ବ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ସ୍ଥାପିତ୨୦୦୯
ମୋଟ ଭୋଟର୧,୯୨,୨୦୫[][a]
ସଂରକ୍ଷଣଅନୁସୂଚିତ ଜନଜାତି
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜନତା ପାର୍ଟି
ନିର୍ବାଚିତ୨୦୨୪


ଝରିଗାଁ (କ୍ରମିକ ସଂଖ୍ୟା: ୭୪) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଝରିଗାଁ ବ୍ଳକ, ଚନ୍ଦାହାଣ୍ଡି ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[][]

ଗତ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନରସିଂହ ଭତ୍ରା ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କଠାରୁ ୩,୨୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କଠାରୁ ୧୧୧୯୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝିଙ୍କଠାରୁ ୨୨,୨୭୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

ନିର୍ବାଚିତ ବିଧାୟକଗଣ

୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୨୪ ପର୍ଯ୍ୟନ୍ତ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଝରିଗାଁ []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରମେଶ ଚନ୍ଦ୍ର ମାଝି ୫୪,୭୬୭ ୪୫.୭୨ -
କଂଗ୍ରେସ ଜଳନ୍ଧର ମାଝି ୩୨,୪୯୧ ୨୭.୧୨ -
ଭାଜପା ସୋନ ମାଝି ୧୩,୨୨୬ ୧୧.୦୪ -
ସ୍ୱାଧୀନ ଗୋପାଳ ପୂଜାରୀ ୬,୩୯୩ ୫.୩୪ -
ବସପା କଦମ୍ବ ପୂଜାରୀ ୫,୫୩୫ ୪.୬୨ -
ସମୃଦ୍ଧ ଓଡ଼ିଶା ଲକ୍ଷ୍ମୀ ସନ୍ତ ୪,୦୯୮ ୩.୪୨ -
କଳିଙ୍ଗ ସେନା ହୀରାସିଂହ ମାଝି ୩,୨୮୧ ୨.୭୪ -
ଭୋଟ ବ୍ୟବଧାନ ୨୨,୨୭୬ ୧୮.୬୦* -
ମତଦାନ ହାର ୧,୧୯,୭୯୧ ୬୯.୪୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ସୂଚନା

  1. as on 1 January 2014

ଆଧାର

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "Jharigam Assembly Election 2009, Orissa". empoweringindia.org. Retrieved 16 June 2013. Constituency: Jharigam (74) District : Nabarangpur[permanent dead link]
  3. Assembly Constituencies and their Extent
  4. Seats of Odisha
  5. "Assembly Constituency 74 - Jharigam (Odisha)". Election Commission of India. Retrieved 28 June 2024.
  6. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 22276
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya