ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
|
ବିଧାୟିକା : |
ପ୍ରଭାତୀ ପରିଡ଼ା (ଭାଜପା) (୨୦୨୪)
|
ଆରକ୍ଷଣ: |
ସାଧାରଣ
|
ଭୋଟର ସଂଖ୍ୟା (୨୦୨୪): |
୨,୪୪,୦୪୨
|
ଜିଲ୍ଲା: |
ପୁରୀ
|
ଲୋକ ସଭା ନିର୍ବାଚନ ମଣ୍ଡଳୀ: |
ଜଗତସିଂହପୁର
|
ପଞ୍ଚାୟତ ସମିତି: |
୨
|
ବିଜ୍ଞାପିତ ଅଞ୍ଚଳ ପରିଷଦ: |
୧
|
ନିମାପଡ଼ା (କ୍ରମିକ ସଂଖ୍ୟା: ୧୦୬) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିମାପଡ଼ା (ବି), ନିମାପଡ଼ା ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ବିଜୁ ଜନତା ଦଳ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କଠାରୁ ୪,୫୮୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ବିଜୁ ଜନତା ଦଳ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ାଠାରୁ ୨୯,୬୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମିର ରଞ୍ଜନ ଦାଶ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ରଙ୍କଠାରୁ ୩୯,୧୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
୨୦୦୯ ବିଧାନ ସଭା ନିର୍ବାଚନ, ନିମାପଡ଼ା [୬]
|
ରାଜନୈତିକ ଦଳ
|
ପ୍ରାର୍ଥୀ
|
ଭୋଟ
|
%
|
±%
|
|
ବିଜଦ
|
ସମିର ରଞ୍ଜନ ଦାଶ
|
୮୦,୭୬୨
|
୫୩.୫୦
|
-
|
|
କଂଗ୍ରେସ
|
ସତ୍ୟବ୍ରତ ପାତ୍ର
|
୪୧,୬୦୮
|
୨୭.୫୬
|
-
|
|
ଭାଜପା
|
ଶଙ୍କର୍ଷଣ ପରିଡ଼ା
|
୧୯,୧୮୩
|
୧୨.୭୧
|
-
|
|
ସ୍ୱାଧୀନ
|
ପ୍ରଭାତି ପରିଡ଼ା
|
୬,୮୨୦
|
୪.୫୨
|
-
|
|
ବସପା
|
ସୁଧିର ମହାନ୍ତି
|
୧,୩୮୭
|
୦.୯୨
|
-
|
|
ସମୃଦ୍ଧ ଓଡ଼ିଶା
|
ସରସ୍ୱତୀ ନାୟକ
|
୬୮୫
|
୦.୪୫
|
-
|
|
ସ୍ୱାଧୀନ
|
ଡ. ଅକ୍ଷୟ କୁମାର ବାରିକ
|
୫୦୧
|
୦.୩୩
|
-
|
ଭୋଟ ବ୍ୟବଧାନ
|
୩୯,୧୫୪
|
୨୫.୯୪*
|
-
|
ମତଦାନ ହାର
|
୧,୫୧,୦୦୪
|
୭୦.୭୪
|
-
|
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]
- ୨୦୨୪: ପ୍ରଭାତୀ ପରିଡ଼ା (ଭାଜପା) (ଉପ-ମୁଖ୍ୟମନ୍ତ୍ରୀ)
- ୨୦୧୯: ସମୀର ରଞ୍ଜନ ଦାଶ (ବିଜଦ)
- ୨୦୧୪: ସମୀର ରଞ୍ଜନ ଦାଶ (ବିଜଦ)
- ୨୦୦୯: (୧୦୬): ସମୀର ରଞ୍ଜନ ଦାଶ (ବିଜଦ)
- ୨୦୦୪: (୫୩): ବାଇଧର ମଲ୍ଲିକ (ଭାଜପା)
- ୨୦୦୦: (୫୩): ବାଇଧର ମଲ୍ଲିକ (ଭାଜପା)
- ୧୯୯୫: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ)
- ୧୯୯୦: (୫୩): ବେଣୁଧର ସେଠୀ (ଜନତା ଦଳ)
- ୧୯୮୫: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ)
- ୧୯୮୦: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ-ଇ)
- ୧୯୭୭: (୫୩): ଗୋବିନ୍ଦ ଚନ୍ଦ୍ର ସେଠୀ (ଜନତା ପାର୍ଟି)
- ୧୯୭୪: (୫୩): ନୀଳମଣି ସିଂହ (କଂଗ୍ରେସ)
- ୧୯୭୧: (୪୯): ଗୋବିନ୍ଦ ଚନ୍ଦ୍ର ସେଠୀ (ଉତ୍କଳ କଂଗ୍ରେସ)
- ୧୯୬୭: (୪୯): ନୀଳମଣି ସିଂହ (ଜନ କଂଗ୍ରେସ)
- ୧୯୬୧: (୯୫): ଗୋବିନ୍ଦ ଚନ୍ଦ୍ର ସେଠୀ (କଂଗ୍ରେସ)
କାକଟପୁର-ନିମାପଡ଼ା
ଆଧାର
ବାହାର ତଥ୍ୟ
|
---|
|
ନିର୍ବାଚନ ମଣ୍ଡଳୀ | | |
---|
ଗାଆଁ ଓ ସହର | |
---|
ପର୍ଯ୍ୟଟନ ସ୍ଥଳ | |
---|
ପର୍ବପର୍ବାଣୀ, ଲୋକକଳା ଓ ଖାଦ୍ୟ | |
---|
ଅନ୍ୟ ଜିଲ୍ଲାରେ | |
---|