ମାଇକ୍ରୋସଫ୍ଟ ଉଇଣ୍ଡୋଜ |
---|
କମ୍ପାନୀ / ସଫ୍ଟୱେର ଗଢ଼ାଳି | ମାଇକ୍ରୋସଫ୍ଟ |
---|
ପ୍ରଗ୍ରାମ କେଉଁଠି କରାଯାଇଛି: | C, C++, Assembly[୧] |
---|
କାମର ସ୍ଥିତି | Publicly released |
---|
ସ୍ରୋତ ମଡ଼େଲ | Closed / Shared source |
---|
ଆରମ୍ଭ ସଂସ୍କରଣ | ନଭେମ୍ବର 20, 1985 (1985-11-20) (୩୯ ବର୍ଷ ପୂର୍ବରୁ), as Windows 1.0 |
---|
ବ୍ୟବସାୟିକ ଲକ୍ଷ | Personal computing |
---|
ମିଳୁଅଛି ଭାଷା | 137 languages[୨] |
---|
ଅପଡେଟ କରିବା ପ୍ରଣାଳୀ | |
---|
ପ୍ୟାକେଜ ମ୍ୟାନେଜର | Windows Installer (.msi), Windows Store (.appx)[୩] |
---|
ସହାୟକ ପ୍ଲାଟଫର୍ମ | ARM, IA-32, Itanium, x86-64, DEC Alpha, MIPS, PowerPC |
---|
କର୍ନେଲ ପ୍ରକାର | |
---|
ଡିଫଲ୍ଟ ଇଉଜର ଇଣ୍ଟରଫେସ | Windows shell |
---|
ଲାଇସେନ୍ସ | Proprietary commercial software |
---|
ୱେବସାଇଟ | windows.microsoft.com |
---|
ମାଇକ୍ରୋସଫ୍ଟ ଉଇଣ୍ଡୋଜ ମାଇକ୍ରୋସଫ୍ଟ ଅପରେଟିଙ୍ଗ ସିଷ୍ଟମ ପରିବାରର ଏକ ସଦସ୍ୟ । ଏହା ମଧ୍ୟରେ ଅନେକ ଛୋଟ ଛୋଟ ଅପରେଟିଙ୍ଗ ସିଷ୍ଟମ ରହିଛି । ବର୍ତ୍ତମାନର ସବୁଠୁ ଅଧିକ ବ୍ୟବହାର ହେଉଥିବା ଉଇଣ୍ଡୋଜ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ ଉଇଣ୍ଡୋଜ ଏନ୍ ଟି, ଉଇଣ୍ଡୋଜ ଏମ୍ବେଡେଡ଼, ଏବଂ ଉଇଣ୍ଡୋଜ ଫୋନ୍ ଅନ୍ୟତମ ।
ମାଇକ୍ରୋସଫ୍ଟ ନଭେମ୍ବର ୨୦, ୧୯୮୫ରେ ପ୍ରଥମ ଥର ପାଇଁ ନିଜର ଅପରେଟିଙ୍ଗ ସିଷ୍ଟମ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା । ଏହା ଏମ ଏସ ଡସ୍ର ଏକ ଗ୍ରାଫିକାଲ ଇଣ୍ଟରଫେସ ନାମରେ ପରିଚିତ ହେଲା ।[୪]
ଜୁଲାଇ ୨୦୧୫ରେ ଉଇଣ୍ଡୋଜ ୧୦, ଏହି ଉଇଣ୍ଡୋଜର ସବୁଠାରୁ ନୂଆ ଅପରେଟିଙ୍ଗ ସିଷ୍ଟମ ଭାବେ ପରିଚିତ ହୋଇଥିଲା । ଯାହାକି ବର୍ତ୍ତମାନ କମ୍ପ୍ୟୁଟର, ଟାବଲେଟ, ଏବଂ ଉଇଣ୍ଡୋଜ ମୋବାଇଲରେ ବ୍ୟବହାର ହେଉଛି । ଆଗକୁ ଆସୁଥିବା ଉଇଣ୍ଡୋଜ ମଧ୍ୟରେ ଉଇଣ୍ଡୋଜ ସର୍ଭର ୨୦୧୬ ଅନ୍ୟତମ ।
ପ୍ରକାରଭେଦ
ଅଦ୍ୟାବଧି ଭିନ୍ନ ଭିନ୍ନ ଧରଣର ଉଇଣ୍ଡୋଜ ଅପରେଟିଙ୍ଗ ସିଷ୍ଟମ ଦେଖିବାକୁ ମିଳୁଛି । ୨୦୧୪ ସୁଦ୍ଧା ନିମ୍ନ ଉଇଣ୍ଡୋଜର ପ୍ରକଳ୍ପଗୁଡ଼ିକ ଗାଢା ଯାଇ ଥିଲା ।
୧. ଉଇଣ୍ଡୋଜ ଏନ.ଟି: ଏହା ଉଇଣ୍ଡୋଜ ଏନ.ଟି ୩.୧ ପରିବାରର ଏକ ସଦସ୍ୟ ଭାବରେ ସର୍ଭର କମ୍ପ୍ୟୁଟରଗୁଡ଼ିକ ପାଇଁ ତିଆରି କରାଯାଇଥିଲା ।
- ଉଇଣ୍ଡୋଜ: ଏହା ହେଉଛି ପର୍ସନଲ କମ୍ପ୍ୟୁଟରରେ ବ୍ୟବହାର ହେଉଥିବା ସବୁଠାରୁ ପ୍ରସିଦ୍ଧ ଅପରେଟିଙ୍ଗ ସିଷ୍ଟମ । ଏହାର ସବୁଠାରୁ ନୂଆ ସଂସ୍କରଣଟି ଉଇଣ୍ଡୋଜ ୧୦ ନାମରେ ମଧ୍ୟ ପରିଚିତ ।
- ଉଇଣ୍ଡୋଜ ସର୍ଭର: ଏହି ଅପରେଟିଙ୍ଗ ସିଷ୍ଟମଟି ମୁଖ୍ୟତଃ ସର୍ଭର କମ୍ପ୍ୟୁଟରରେ ବ୍ୟବହାର ହୁଏ । ଏହାର ସବୁଠାରୁ ନୂଆ ସଂସ୍କରଣଟି ହେଉଛି ଉଇଣ୍ଡୋଜ ସର୍ଭର ୨୦୧୨ ଆର ୨ ।
- ଉଇଣ୍ଡୋଜ ପିଇ: ଏହା ଉଇଣ୍ଡୋଜ ପରିବାରର ଏକ ସଦସ୍ୟ ଯାହାକି ଲାଇଭ୍ ଅପରେଟିଙ୍ଗ ସିଷ୍ଟମ ଭାବେ କାମ କରେ । ମୁଖ୍ୟତଃ ଏକାଧିକ କମ୍ପ୍ୟୁଟରରେ ଉଇଣ୍ଡୋଜକୁ ଚାଲୁ କରିବା ପାଇଁ ଏହାର ବ୍ୟବହାର କରାଯାଏ ।
- ଉଇଣ୍ଡୋଜ ଫୋନ୍: ଏହା ଉଇଣ୍ଡୋଜ ମୋବାଇଲ ପାଇଁ ପ୍ରସ୍ତୁତ କରାଯାଇଥିବା ଅପରେଟିଙ୍ଗ ସିଷ୍ଟମ । ଏହାର ପ୍ରଥମ ସଂସ୍କରଣ ଉଇଣ୍ଡୋଜ ଫୋନ୍ ୭ ଭାବେ ପରିଚିତ । ବର୍ତ୍ତମାନ ଉଇଣ୍ଡୋଜ ଫୋନ୍ ୧୦ ବଜାରରେ ଉପଲବ୍ଧ ହେଲାଣି ।
ନିମ୍ନ ଲିଖିତ ସଂସ୍କରଣଗୁଡ଼ିକ ଆଉ ବ୍ୟବହାର କିମ୍ବା ଉନ୍ନତିକରଣ କରାଯାଉ ନାହିଁ ।
- ଉଇଣ୍ଡୋଜ ୯ ଏକ୍ସ
- ଉଇଣ୍ଡୋଜ ମୋବାଇଲ
ଇତିହାସ
ଉଇଣ୍ଡୋଜ ଶବ୍ଦଟି ସାମୁହିକ ଭାବରେ ମାଇକ୍ରୋସଫ୍ଟ ପରିବାରର ସମସ୍ତ ଅପରେଟିଙ୍ଗ ସିଷ୍ଟମମାନଙ୍କୁ ବୁଝାଏ । ଏହାର ଇତିହାସ ବହୁତ ପୁରୁଣା । ଯାହାକି ୧୯୮୧ ମସିହାରୁ ଆରମ୍ଭ ହୋଇଥିଲା ।
ପ୍ରାଥମିକ ସଂସ୍କରଣ
ଉଇଣ୍ଡୋଜର ପ୍ରଥମ ସଂସ୍କରଣ ଉଇଣ୍ଡୋଜ ୧.୦ ସେପ୍ଟେମ୍ବର ୧୯୮୧ରେ ଚେସ ବିସ୍ହପଙ୍କଦ୍ୱାରା ଉଦ୍ଭାବନ ହୋଇଥିଲା । ଏବଂ ନାବେମ୍ବର ୧୯୮୩ରେ ଏହାକୁ ବଜାରରେ ଛଡା ଯାଇଥିଲା । ଆପଲର Macintoshକୁ ଲକ୍ଷ୍ୟ ରଖି ଏହାର ଉଦ୍ଭାବନ ହୋଇଥିଲା ।
ଉଇଣ୍ଡୋଜ ୧ ଏକ ସମ୍ପୂର୍ଣ୍ଣ ଅପରେଟିଙ୍ଗ ସିଷ୍ଟମ ନଥିଲା । ବରଂ ଏହା ଡସ୍ ଅପରେଟିଙ୍ଗ ସିଷ୍ଟମର ଏକ ଗ୍ରାଫିକାଲ ରୂପାନ୍ତର ଥିଲା ।ଏହା ସହିତ ଏଥିରେ କଲ୍କୁଲେଟର, କ୍ୟାଲେଣ୍ଡର, ଘଣ୍ଟା, ନୋଟ ପ୍ୟାଡ଼ ଇତ୍ୟାଦି ମଧ୍ୟ ଯୋଡ଼ା ଯାଇଥିଲା ।
ଡିସେମ୍ବର ୧୯୮୭ରେ ପ୍ରଥମ ଥର ପାଇଁ ଉଇଣ୍ଡୋଜ ୨ ପଦାକୁ ଆସିଥିଲା । ଉଇଣ୍ଡୋଜ ୧ ତୁଳନାରେ ଏହା ଅଧିକ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ଅନେକ ଗୁଡ଼ିଏ ଜିନିଷ ନୂଆ ଯୋଡ଼ା ଯାଇ ଅପରେଟିଙ୍ଗ ସିଷ୍ଟମ ଟିକୁ ଉନ୍ନତ କରାଯାଇଥିଲା । ଉଇଣ୍ଡୋଜ ୨ରେ ପ୍ରଥମକରି କିବୋର୍ଡ଼ ସର୍ଟକଟର ବ୍ୟବହାର କରାଯାଇଥିଲା ।
ଉଇଣ୍ଡୋଜ ୩.x
ଉଇଣ୍ଡୋଜ ୩.xର ନିର୍ମାଣ ୧୯୯୦ ମସିହାରେ ହୋଇଥିଲା । ଏହା ପୂର୍ବ ଉଇଣ୍ଡୋଜ ତୁଳନାରେ ବହୁତ ଉନ୍ନତ ଥିଲା । ଏଥିରେ ପ୍ରଥମଥର ପାଇଁ ଭରଚୁଆଲ ମେମୋରୀର ବ୍ୟବହାର ହୋଇଥିଲା ।
ଉଇଣ୍ଡୋଜ ୩ରେ ମଲ୍ଟିଟାସ୍କିଂଗର ବ୍ୟବସ୍ଥା ମଧ୍ୟ ରହିଥିଲା । ଏଥିରେ ଥିବା ପ୍ରୋଗ୍ରାମ ଗୁଡିକୁ ସୁରକ୍ଷିତ ଭାବରେ ଚଳାଇବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଥିଲା । ପରବର୍ତ୍ତୀ ସମୟରେ ଏହି ଉଇଣ୍ଡୋଜ ୩କୁ ଅସସେମ୍ବଲି ଲାଙ୍ଗୁଏଜରେ ଲେଖା ଯାଇଥିଲା । ଉଇଣ୍ଡୋଜ ୩ ହେଉଛି ମାଇକ୍ରୋସଫ୍ଟର ପ୍ରଥମ ଅପରେଟିଙ୍ଗ ସିଷ୍ଟମ ଯାହାକି ବ୍ୟବହାର କାରୀଙ୍କ ମଧ୍ୟରେ ସଫଳତା ଅର୍ଜନ କରିପାରିଥିଲା ।
ଏହା ପରେ ମାର୍ଚ୍ଚ ୧, ୧୯୯୨ରେ ଉଇଣ୍ଡୋଜ ୩.୧ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଗ୍ରୁପର ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ କାଳରେ ଏହାର ଚାଇନିଜ ସଂସ୍କରଣ ଉଇଣ୍ଡୋଜ ୩.୨ , ୧୯୯୪ ମସିହାରେ ତିଆରି କରାଯାଇଥିଲା ।
ଉଇଣ୍ଡୋଜ NT
ନଭେମ୍ବର ୧୯୮୮ ମସିହାରେ ମାଇକ୍ରୋସଫ୍ଟର ଏକ ନୂଆ ଦଳ ଆଇ.ବି.ଏମ ଏବଂ ମାଇକ୍ରୋସଫ୍ଟର ଏକ ନୂତନ ଅପରେଟିଙ୍ଗ ସିଷ୍ଟମ ଡିଯାଇନ କରିବାରେ ଲାଗିଥିଲେ ଯାହାକି ବ୍ୟବହାରକାରୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରି ପାରିବ, ଏବଂ ବ୍ୟବହାରକାରୀ ଏହା ମାଧ୍ୟମରେ ଏକ ସମୟରେ ଏକାଧିକ କାମ କରିପାରିବେ । ଏହି ଲକ୍ଷ୍ୟକୁ ଆଖିରେ ରଖି ଉଇଣ୍ଡୋଜ NTର ଉଦ୍ଭାବନ ହୋଇଥିଲା ।
ଜୁଲାଇ ୧୯୯୩ ମସିହାରେ ଏହାର ପ୍ରଥମ ସଂସ୍କରଣ ଉଇଣ୍ଡୋଜ NT ୩.୧ ବ୍ୟାଭରକାରୀଙ୍କ ପାଖରେ ପହଂଚି ପାରିଥିଲା । ଏହା ପରେପରେ ଏହାର ଡେସ୍କଟପ ଏବଂ ସର୍ଭର ପାଇଁ ମଧ୍ୟ ନୂଆ ସଂସ୍କରଣ ବାହାରିଥିଲା ଯାହାକି ଉଇଣ୍ଡୋଜ NT ୩.୫ ନାମରେ ପରିଚିତ ହୋଇପାରିଥିଲା ।
ଉଇଣ୍ଡୋଜ ସିଇ
ଉଇଣ୍ଡୋଜ CEକୁ ଅନ୍ୟତ୍ର ଉଇଣ୍ଡୋଜ ଏମ୍ବେଡେ଼ଡ଼ କଂପ୍ୟାକ୍ଟ ବୋଲି ମଧ୍ୟ କୁହ ଯାଏ । ଏହା ଏପରି ଏକ କମ୍ପ୍ୟୁଟର ସିଷ୍ଟମ ଯାହାକି ଅଟୋ ସୂକ୍ଷ୍ମ କମ୍ପ୍ୟୁଟରରେ ବ୍ୟବହାର ହୋଇଥାଏ । ସାଟେଲାଇଟ କମ୍ପ୍ୟୁଟରରେ ଏହାର ବହୁତ ବ୍ୟବହାର ଦେଖିବାକୁ ମିଳିଥାଏ ।
ଏକ୍ସବକ୍ସ ଓଏସ୍
ବିଭିନ୍ନ ସଂସ୍କରଣର ସମୟରେଖା
Table of Windows versions
Legend: Old version Older version, still supported Latest version Latest preview version Future release
Product name
|
Latest version
|
Release date
|
Codename
|
Support until[୫]
|
Latest version of
|
Mainstream
|
Extended
|
IE
|
DirectX
|
Edge
|
Old version, no longer supported: Windows 1.0
|
1.01
|
November 20, 1985
|
Interface Manager
|
December 31, 2001
|
N/A
|
N/A
|
N/A
|
Old version, no longer supported: Windows 2.0
|
2.03
|
December 9, 1987
|
N/A
|
December 31, 2001
|
N/A
|
N/A
|
N/A
|
Old version, no longer supported: Windows 2.1
|
2.11
|
May 27, 1988
|
N/A
|
December 31, 2001
|
N/A
|
N/A
|
N/A
|
Old version, no longer supported: Windows 3.0
|
3.0
|
May 22, 1990
|
N/A
|
December 31, 2001
|
N/A
|
N/A
|
N/A
|
Old version, no longer supported: Windows 3.1
|
3.1
|
April 6, 1992
|
Janus
|
December 31, 2001
|
5
|
N/A
|
N/A
|
Old version, no longer supported: Windows For Workgroups 3.1
|
3.1
|
October 1992
|
Sparta, Winball
|
December 31, 2001
|
5
|
N/A
|
N/A
|
Old version, no longer supported: Windows NT 3.1
|
NT 3.1.528
|
July 27, 1993
|
N/A
|
December 31, 2001
|
5
|
N/A
|
N/A
|
Old version, no longer supported: Windows For Workgroups 3.11
|
3.11
|
August 11, 1993
|
Sparta, Winball
|
December 31, 2001
|
5
|
N/A
|
N/A
|
Old version, no longer supported: Windows 3.2
|
3.2
|
November 22, 1993
|
N/A
|
December 31, 2001
|
5
|
N/A
|
N/A
|
Old version, no longer supported: Windows NT 3.5
|
NT 3.5.807
|
September 21, 1994
|
Daytona
|
December 31, 2001
|
5
|
N/A
|
N/A
|
Old version, no longer supported: Windows NT 3.51
|
NT 3.51.1057
|
May 30, 1995
|
N/A
|
December 31, 2001
|
5
|
N/A
|
N/A
|
Old version, no longer supported: Windows 95
|
4.0.950
|
August 24, 1995
|
Chicago, 4.0
|
December 31, 2000
|
December 31, 2001
|
5.5
|
6.1
|
N/A
|
Old version, no longer supported: Windows NT 4.0
|
NT 4.0.1381
|
July 31, 1996
|
Cairo
|
December 31, 2001
|
5
|
N/A
|
N/A
|
Old version, no longer supported: Windows 98
|
4.10.1998
|
June 25, 1998
|
Memphis, 97, 4.1
|
June 30, 2002
|
July 11, 2006
|
6
|
6.1
|
N/A
|
Old version, no longer supported: Windows 98 SE
|
4.10.2222
|
May 5, 1999
|
N/A
|
June 30, 2002
|
July 11, 2006
|
6
|
6.1
|
N/A
|
Old version, no longer supported: Windows 2000
|
NT 5.0.2195
|
December 15, 1999
|
N/A
|
June 30, 2004
|
5
|
N/A
|
N/A
|
Old version, no longer supported: Windows ME
|
4.90.3000
|
September 14, 2000
|
Millenium, 4.9
|
June 30, 2005
|
July 13, 2010
|
6
|
9.0c
|
N/A
|
Old version, no longer supported: Windows XP
|
NT 5.1.2600
|
October 25, 2001
|
Whistler
|
April 14, 2009
|
April 8, 2014
|
8
|
9.0c
|
N/A
|
Old version, no longer supported: Windows XP 64-bit Edition
|
NT 5.2.3790
|
March 28, 2003
|
N/A
|
April 14, 2009
|
April 8, 2014
|
6
|
9.0c
|
N/A
|
Old version, no longer supported: Windows Server 2003
|
NT 5.2.3790
|
April 24, 2003
|
N/A
|
July 13, 2010
|
July 14, 2015
|
8
|
9.0c
|
N/A
|
Old version, no longer supported: Windows XP Professional x64 Edition
|
NT 5.2.3790
|
April 25, 2005
|
N/A
|
April 14, 2009
|
April 8, 2014
|
8
|
9.0c
|
N/A
|
Old version, no longer supported: Windows Fundamentals for Legacy PCs
|
NT 5.1.2600
|
July 8, 2006
|
Eiger, Mönch
|
April 14, 2009
|
April 8, 2014
|
8
|
9.0c
|
N/A
|
Older version, yet still supported: Windows Vista
|
NT 6.0.6002
|
November 30, 2006 (volume license) January 30, 2007 (retail)
|
Longhorn
|
April 10, 2012
|
April 11, 2017
|
9
|
11
|
N/A
|
Old version, no longer supported: Windows Home Server
|
NT 5.2.4500
|
November 4, 2007
|
N/A
|
January 8, 2013
|
8
|
9.0c
|
N/A
|
Older version, yet still supported: Windows Server 2008
|
NT 6.0.6002
|
February 27, 2008
|
Longhorn Server
|
January 13, 2015
|
January 14, 2020
|
9
|
11
|
N/A
|
Older version, yet still supported: Windows 7
|
NT 6.1.7601
|
October 22, 2009
|
Blackcomb, Vienna
|
January 13, 2015
|
January 14, 2020
|
11
|
11
|
N/A
|
Older version, yet still supported: Windows Server 2008 R2
|
NT 6.1.7601
|
October 22, 2009
|
N/A
|
January 13, 2015
|
January 14, 2020
|
11
|
11
|
N/A
|
Current stable version: Windows Home Server 2011
|
NT 6.1.8400
|
April 6, 2011
|
Vail
|
April 12, 2016
|
9
|
11
|
N/A
|
Current stable version: Windows Server 2012
|
NT 6.2.9200
|
September 4, 2012
|
N/A
|
January 9, 2018
|
January 10, 2023
|
10
|
11.1
|
N/A
|
Old version, no longer supported: Windows 8
|
NT 6.2.9200
|
October 26, 2012
|
N/A
|
January 12, 2016
|
10
|
11.1
|
N/A
|
Current stable version: Windows 8.1
|
NT 6.3.9600
|
October 17, 2013
|
Blue
|
January 9, 2018
|
January 10, 2023
|
11
|
11.2
|
N/A
|
Current stable version: Windows Server 2012 R2
|
NT 6.3.9600
|
October 17, 2013
|
Server Blue
|
January 9, 2018
|
January 10, 2023
|
11
|
11.2
|
N/A
|
Current stable version: Windows 10
|
NT 10.0.10586
|
July 29, 2015
|
Threshold
|
October 13, 2020
|
October 14, 2025
|
11
|
12
|
25
|
Latest preview version of a future release: Windows Server 2016
|
NT 10.0.10586
|
TBA
|
N/A
|
TBA
|
TBA
|
11
|
12
|
25
|
ସୁରକ୍ଷା
ସାଧାରଣତଃ ପର୍ଶନଲ କମ୍ପ୍ୟୁଟରଗୁଡ଼ିକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଏଥିରେ ଅତିରିକ୍ତ ସୁରକ୍ଷାର ବ୍ୟବସ୍ଥା କରାଯାଇନଥାଏ । କିନ୍ତୁ ଉଇଣ୍ଡୋଜ NT ପରି ଅନ୍ୟ କେତେକ ଓଏସ୍ କେବଳ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଛି । କିନ୍ତୁ ପ୍ରାଥମିକ ଅପରେଟିଙ୍ଗ ସିଷ୍ଟମଗୁଡ଼ିକ ଏହି ସୁରକ୍ଷା ବ୍ୟବସ୍ଥା ସହ ଆସି ନଥିଲା ।
ଯେହେତୁ ବ୍ୟବହାରକରି କମ୍ପ୍ୟୁଟରରେ ନିଜର ପ୍ରାୟ ସମସ୍ତ ତଥ୍ୟ ସଂରକ୍ଷଣ କରିବାକୁ ଚାହେଁ, ସେଠି ପାଇଁ କମ୍ପ୍ୟୁଟରରେ ସୁରକ୍ଷାର ବ୍ୟବସ୍ଥା ଅତି ଗୁରୁତ୍ୱ ପୂର୍ଣ ।
କମ୍ପ୍ୟୁଟର ସୁରକ୍ଷା କ୍ଷେତ୍ରରେ ଦୈନିକ ଆଖିକୁ ଆସୁଥିବା ସମସ୍ୟ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ଭାଇରସ ଅନ୍ୟତମ । ଦୈନିକ ୧୦୦୦ ନୂଆ ଭାଇରସ ବୈଜ୍ଞାନିକମାନେ ଆବିଷ୍କାର କରୁଛନ୍ତି । ଆଜି ଯାଏଁ କ୍ୟାସ୍ପରସ୍କଏ ଲ୍ୟାବଦ୍ୱାରା ୧୧,୦୦୦ ଭାଇରସ ଆବିଷ୍କାର ହୋଇ ସରିଛି ।
ଆଧାର
|