ସି
 | ପାରାଡ଼ିଜିମ୍ | Imperative (procedural), structured |
---|
ପ୍ରଥମେ ଦେଖାଯାଇଥିଲା | ୧୯୭୨[୧] |
---|
ଡିଜାଇନ କରିଥିଲେ | ଡେନିସ୍ ରିଚେ |
---|
ବିକାଶକ | ଡେନିସ୍ ରିଚେ & ବେଲ୍ ଲ୍ୟାବ୍ସ୍ (ତିଆରିକର୍ତା); ANSI X3J11 (ANSI C); ISO/IEC JTC1/SC22/WG14 (ISO C) |
---|
ସ୍ଥାୟୀ ରିଲିଜ | C11 (December 2011) |
---|
ଟାଇପିଂ ପଦ୍ଧତି | Static, weak, manifest, nominal |
---|
ପ୍ରମୁଖ ବ୍ୟବହାର | GCC, Clang, Intel C, MSVC, Pelles C, Watcom C |
---|
ଉପଭାଷା | Cyclone, Unified Parallel C, Split-C, Cilk, C* |
---|
ଏହାକୁ ପ୍ରଭାବିତ କରିଛନ୍ତି | B (BCPL, CPL), ALGOL 68,[୨] Assembly, PL/I, FORTRAN |
---|
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | Numerous: AMPL, AWK, csh, C++, C--, C#, Objective-C, BitC, D, Go, Rust, Java, JavaScript, Limbo, LPC, Perl, PHP, Pike, Processing, Seed7, Verilog (HDL)[୩] |
---|
ଅପେରେଟିଂ ସିଷ୍ଟମ | Cross-platform (multi-platform) |
---|
ଫାଇଲ ଏକ୍ସଟେନ୍ସନ୍ | .ସି, .ଏଚ୍ |
---|
|
ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚିଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳାରେ କରାଯାଇଥିଲା।[୪] ସି ପ୍ରୋଗ୍ରାମିଂ ଭାଷାର ରୁପରେଖା ଏପରି ଅଛି ଯାହା ଦ୍ୱାର ଏହାକୁ 'ଯନ୍ତ୍ର ଅନୁଦେଶ'(Machine Instruction) ସହିତ ଭାଲ ଭାବରେ ପ୍ରତିଚିତ୍ରଣ କରିହେବ ଏହି କାରଣରୁ ସିଷ୍ଟମ ସଫ୍ଟୱେର ଯେପରିକି 'ୟୁନିକ୍ସ ଅପରେଟିଙ୍ଗ ସିଷ୍ଟମକୁ'(UNIX Operating System) ଅତ୍ୟଧିକ ଭାବରେ ସି ପ୍ରୋଗ୍ରାମିଂ ଭାଷାରେ ଲେଖାଯାଇଛି।[୫]
ସି ପ୍ରୋଗ୍ରାମିଂ ଭାଷା ଏକ ବ୍ୟାପକ ଭାବରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷା।[୬] ସି ପ୍ରୋଗ୍ରାମିଂ ଭାଷାର ପ୍ରଭାବ ବିଭିନ୍ନ ନୁତନ ପ୍ରୋଗ୍ରାମିଂ ଭାଷା ଯେପରିକି ସି++(C++), ଜାଭା(Java), ସି#(C#), ପାଇଥନ୍(Python) ଏବଂ ପର୍ଲ୍(Perl) ଆଦି ଉପରେ ଦେଖାଯାଏ।
ବ୍ୟାକରଣ
ଅକ୍ଷର, ସଂଖ୍ୟା ଓ ଚିହ୍ନ
ମୂଳ ଲାଟିନ୍ ଅକ୍ଷର a –z A –Z
0 –9
ଚିହ୍ନ : ! " # % & ' ( ) * + , - . / : ; < = > ? [ \ ] ^ _ { | } ~
Whitespace characters: space, horizontal tab, vertical tab, form feed, newline
ଆରକ୍ଷିତ ଶବ୍ଦାବଳୀ
ସି ପ୍ରୋଗ୍ରାମିଂ ଭାଷାରେ ଥିବା ସଂରକ୍ଷିତ ଶବ୍ଦଗୁଡ଼ିକ ଯାହାକୁ କିୱାର୍ଡ୍ ମଧ୍ୟ କୁହାଯାଏ, ତାକୁ ତାର ନିର୍ଧ୍ଧାରିତ କାମକୁ ଛାଡ଼ି ଦେଲେ ଅଲଗା କାମରେ ବ୍ୟବହାର କରାଯାଇପାରିବ ନାହିଁ |
C89 ମାନକରେ ସେଗୁଡ଼ିକ ହେଲା
auto
break
case
char
const
continue
default
do
double
else
enum
extern
float
for
goto
if
int
long
register
return
short
signed
sizeof
static
struct
switch
typedef
union
unsigned
void
volatile
while
C99 ମାନକରେ ଯୋଡ଼ା ହୋଇଥିବା
_Bool
_Complex
_Imaginary
inline
restrict
C11 ମାନକରେ ଯୋଡ଼ା ହୋଇଥିବା
_Alignas
_Alignof
_Atomic
_Generic
_Noreturn
_Static_assert
_Thread_local
ଅପରେଟର
- arithmetic:
+ , - , * , / , %
- assignment:
=
- augmented assignment:
+= , -= , *= , /= , %= , &= , |= , ^= , <<= , >>=
- bitwise logic:
~ , & , | , ^
- bitwise shifts:
<< , >>
- boolean logic:
! , && , ||
- conditional evaluation:
? :
- equality testing:
== , !=
- calling functions:
( )
- increment and decrement:
++ , --
- member selection:
. , ->
- object size:
sizeof
- order relations:
< , <= , > , >=
- reference and dereference:
& , * , [ ]
- sequencing:
,
- subexpression grouping:
( )
- type conversion:
(typename)
ଆଧାର
ବାହାର ଲିଙ୍କ
|