ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ
|
ବିଧାୟକ : |
ମନୋରଞ୍ଜନ ଦ୍ୟାନ ସାମନ୍ତରା (ଭାଜପା) (୨୦୨୪)
|
ଆରକ୍ଷଣ: |
ସାଧାରଣ
|
ମତଦାତା ସଂଖ୍ୟା (୨୦୨୪): |
୨,୧୨,୨୬୪
|
ଜିଲ୍ଲା: |
ଗଞ୍ଜାମ
|
ଲୋକ ସଭା ଆସନ: |
ବ୍ରହ୍ମପୁର
|
ପଞ୍ଚାୟତ ସମିତି: |
୨
|
ବିଜ୍ଞାପିତ ଅଞ୍ଚଳ ପରିଷଦ: |
୧
|
ଚିକିଟି (କ୍ରମିକ ସଂଖ୍ୟା: ୧୩୫) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚିକିଟି (ବି), ଚିକିଟି ବ୍ଳକ ଓ ପାତ୍ରପୁର ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥି ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଜୁ ଜନତା ଦଳ ପ୍ରାର୍ଥୀ ଚିନ୍ମୟନନ୍ଦ ଶ୍ରୀରୂପ ଦେବଙ୍କଠାରୁ ୬,୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ବିଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଉଷା ଦେବୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କଠାରୁ ୩୨୧୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଉଷା ଦେବୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କଠାରୁ ୧୪,୨୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
୨୦୦୯ ବିଧାନ ସଭା ନିର୍ବାଚନ, ଚିକିଟି [୬]
|
ରାଜନୈତିକ ଦଳ
|
ପ୍ରାର୍ଥୀ
|
ଭୋଟ
|
%
|
±%
|
|
ବିଜଦ
|
ଉଷା ଦେବୀ
|
୫୫,୦୯୯
|
୫୨.୭୯
|
-
|
|
କଂଗ୍ରେସ
|
ଚିନ୍ତାମଣି ଦ୍ୟାନ ସାମନ୍ତରା
|
୪୦,୮୭୦
|
୩୯.୧୬
|
-
|
|
ଭାଜପା
|
କାହ୍ନୁ ଚରଣ ପତି
|
୩,୫୮୦
|
୩.୪୩
|
-
|
|
ବସପା
|
ବିଭୁଧେନ୍ଦ୍ର ପାଢ଼ୀ
|
୯୫୭
|
୦.୯୨
|
-
|
|
ସ୍ୱାଧୀନ
|
ସୁରେନ୍ଦ୍ର ମଣ୍ଡଳ
|
୮୫୭
|
୦.୮୨
|
-
|
|
ଲୋକ ଜନଶକ୍ତି ପାର୍ଟି
|
ଗୌରୀ ପ୍ରସାଦ ପଟ୍ଟନାୟକ
|
୬୯୭
|
୦.୬୭
|
-
|
|
ସମୃଦ୍ଧ ଓଡ଼ିଶା
|
ରାମ ପ୍ରସାଦ ମହାନ୍ତି
|
୬୬୪
|
୦.୬୪
|
-
|
|
ସ୍ୱାଧୀନ
|
ପ୍ରଫୁଲ୍ଲ ଚନ୍ଦ୍ର ପତି
|
୬୪୦
|
୦.୬୧
|
-
|
|
ସ୍ୱାଧୀନ
|
ରଜନୀକାନ୍ତ ପ୍ରଧାନ
|
୬୦୧
|
୦.୫୮
|
-
|
|
ସ୍ୱାଧୀନ
|
ରବିନ୍ଦ୍ର କୁମାର ଦାସ
|
୪୦୦
|
୦.୫୮
|
-
|
ଭୋଟ ବ୍ୟବଧାନ
|
୧୪,୨୨୯
|
୧୩.୬୩*
|
-
|
ମତଦାନ ହାର
|
୧,୦୪,୩୬୭
|
୬୦.୬୮
|
-
|
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
୧୯୬୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ମନୋରଞ୍ଜନ ଦ୍ୟାନ ସାମନ୍ତରା (ଭାଜପା)
- ୨୦୧୯: ଉଷା ଦେବୀ (ବିଜଦ)
- ୨୦୧୪: ଉଷା ଦେବୀ (ବିଜଦ)
- ୨୦୦୯: (୧୩୫): ଉଷା ଦେବୀ (ବିଜଦ)
- ୨୦୦୪: (୭୬): ଉଷା ଦେବୀ (ବିଜଦ)
- ୨୦୦୦: (୭୬): ଉଷା ଦେବୀ (ବିଜଦ)
- ୧୯୯୫: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (ସ୍ୱାଧୀନ)
- ୧୯୯୦: (୭୬): ଉଷା ଦେବୀ (ଜନତା ଦଳ)
- ୧୯୮୫: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (କଂଗ୍ରେସ)
- ୧୯୮୦: (୭୬): ଚିନ୍ତାମଣି ଦ୍ୟାନ ସାମନ୍ତରା (ସ୍ୱାଧୀନ)
- ୧୯୭୭: (୭୬): ଜଗନ୍ନାଥ ପତି (ଜନତା)
- ୧୯୭୪: (୭୬): ସଚ୍ଚିଦାନନ୍ଦ ଦେଓ (କଂଗ୍ରେସ)
- ୧୯୭୧: (୭୨): ସଚ୍ଚିଦାନନ୍ଦ ଦେଓ (ଜନ କଂଗ୍ରେସ)
- ୧୯୬୭: (୭୨): ଦିବାକର ପଟ୍ଟନାୟକ (କଂଗ୍ରେସ)
ଆଧାର